କୁମ୍ଭୀର ଟାଣି ନେଇଥିଲା,ବଞ୍ଚାଇ ଦେଲେ ଦୁଇ ମହିଳା

କେନ୍ଦ୍ରପଡ଼ା: ଭାଗ୍ୟ ଭଲ ଥିଲା। କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ବଡ଼ଟୁବିରରେ ଘଟିଛି ଏହି ଘଟଣା। ଯୁବକ ଜଣଙ୍କ ହେଲେ କିଣା ମଣ୍ଡଳ। ତାଙ୍କ ଡାହାଣ ହାତରେ ଆଘାତ ଲାଗିଛି। ତାଙ୍କୁ ରାମନଗର ମେଡ଼ିକାଲରେ ଭର୍ତ୍ତି କରଯାଇଥିଲା। ଏବେ କିଣାଙ୍କ ଅବସ୍ଥା ଭଲ ଅଛି। କିଣା ଶୌଚ ପାଇଁ ନିକଟସ୍ଥ ନାଳକୁ ଯାଇଥିବା ବେଳେ ହଠାତ୍‌ ଏକ କୁମ୍ଭୀର ତାଙ୍କୁ ଆକ୍ରମଣ … Continue reading କୁମ୍ଭୀର ଟାଣି ନେଇଥିଲା,ବଞ୍ଚାଇ ଦେଲେ ଦୁଇ ମହିଳା